Jump to content

ରୂପଭାଗ

ଉଇକିଅଭିଧାନ‌ରୁ

ରୂପଭାଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଗାଣିତିକ ପରିଭାଷା)

[ସମ୍ପାଦନା]
୧. ଯେଉଁ ଉପାୟରେ ନିମ୍ନଶ୍ରେଣିର ରାଶିକୁ ଉଚ୍ଚଶ୍ରେଣିର ରାଶିରେ ଓ ଉଚ୍ଚଶ୍ରେଣିର ରାଶିକୁ ନିମ୍ନଶ୍ରେଣିର ରାଶିରେ ପରିଣତ କରାଯାଏ; ରାଶି ଆଦିର ଲଘୂବରଣ ପ୍ରକ୍ରିୟା — ୧. (Mathematics) Reduction.

(ଯଥା— ୩୬୫: ) ଛଟାଙ୍କିକୁ ମହଣରେ ପରିବର୍ତ୍ତନ କରିବା; ୫ ମହଣକୁ ଛଟାଙ୍କିରେ ପରିଣତ କରିବା) ୨ ପୂର୍ଣ୍ଣରାଶିର ଭଗ୍ନାଂଶ —୨ Fraction of a unit.