Jump to content

ରୂପମୟ

ଉଇକିଅଭିଧାନ‌ରୁ

ରୂପମୟ

ଉଚ୍ଚାରଣ

[ସମ୍ପାଦନା]
(ରୂପମୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୂପ+ଆତିଶଯ୍ୟାର୍ଥେ ମୟ)

[ସମ୍ପାଦନା]
୧. ଅତିସୁନ୍ଦର (ହିନ୍ଦୀ - ଶ) ୧. Very beautiful.
୨. ଆକାର ବିଶିଷ୍ଟ —୨. Having shape or form.