ରୂପରେଖା
ଦେଖଣା
ରୂପରେଖା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୂପରେଖା
|
ଦେଶଜ - ବିଶେଷ୍ୟ - (ସହଚର)
[ସମ୍ପାଦନା]- ୧. ଆକାର ଓ ଆକାରର ସୀମାରେଖା ୧. Form and outline.
- ୨. ଆକାର — ୨. Shape.
- ୩. ରୂପର ଅସ୍ତିତ୍ୱ — ୩. Existence of a shape.
(ଉ—ଧର୍ମପୁରୁଷ ରୂପ ରେଖ ନାହିଁ କାହାକୁ ଜପିବି ମୁହିଁ—ପ୍ରାଚୀ. ସ୍ତୁତି— ଚିନ୍ତାମଣି)
ବିଶେଷଣ -
[ସମ୍ପାଦନା]- ୧. ରୂପ ଓ ଗୁଣରେ ସୁନ୍ଦର; ସର୍ବାଙ୍ଗ ସୁନ୍ଦର —୧. Elegant in shape.