Jump to content

ରୂପସୀ

ଉଇକିଅଭିଧାନ‌ରୁ

ରୂପସୀ

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷଣ - ସ୍ତ୍ରୀ—(ବଙ୍ଗଳା ଭାଷାରୁ ଗୃହୀତ)

[ସମ୍ପାଦନା]

ରୂପବତୀ; ସୁନ୍ଦରୀ (ସ୍ତ୍ରୀ) —Beautiful (woman).

ବିଶେଷ୍ୟ -

[ସମ୍ପାଦନା]

ସୁନ୍ଦରୀ ସ୍ତ୍ରୀ —A comely woman; a beauty.

(ଉ—ରାଜରୂପସୀଙ୍କ ନୟନ ବିସ୍ମୟେ ପଲକ ଗଲା ବିସୋର ରାଧାନାଥ. ଯଯାତି)