Jump to content

ରୂପହୀନ

ଉଇକିଅଭିଧାନ‌ରୁ

ରୂପହୀନ

ଉଚ୍ଚାରଣ

[ସମ୍ପାଦନା]
(ରୂପହୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(୩ୟା ତତ୍)

[ସମ୍ପାଦନା]
୧. ନିରାକାର — ୧. Having no shape.
୨. କୁରୁପ — ୨. Ill-shapen; ugly.