ରୂପାନ୍ତର
ଦେଖଣା
ରୂପାନ୍ତର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଅନ୍ୟ+ରୂପ)
[ସମ୍ପାଦନା]- ୧. ଭିନ୍ନ ଭିନ୍ନ ଆକାର —୧. A different shape or form.
- ୨. ଏକ ବସ୍ତୁର ବିଭିନ୍ନ ଆକାର —୨. Diffeent shapes of one and the same thing.
- ୩. ନୂତନ ଅବସ୍ଥା ବା ଭାବ ବା ରୂପ —୩. A new state or condition or shape.
- ୪. ଭିନ୍ନ ବେଶ — ୪. A different grab or dress.