ରୂପାନ୍ତରିତ
ଦେଖଣା
ରୂପାନ୍ତରିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ରୂପାନ୍ତର+ଇତ)
[ସମ୍ପାଦନା]- ୧. ନୂତନ ରୂପ ପ୍ରାପ୍ତ — ୧. Assuming or turned into a different shape.
- ୨. ନବ ବେଶ ଧାରଣ କରିବାକୁ ଯାହାର ରୂପର ପରିବର୍ତ୍ତନ ଘଟି ଥାଏ —୨. One whose from or appearance is changed by the assumption of a new garb.
- ୩. ଗୋଟିଏ ରୂପରୁ ଅନ୍ୟ ରୂପରେ ପରିବର୍ତ୍ତତ ଏକ ମାତ୍ର ପଦାର୍ଥ — ୩. (the same thing) Changed into a different form.