ରୂପା ଗିଲ୍ଟି
ଦେଖଣା
ରୂପା ଗିଲ୍ଟି
ଉଚ୍ଚାରଣ
[ସମ୍ପାଦନା](ରୂପା ଗିଲି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ରୂପା ଗିଲ୍ଟି
|
[ରୂପା ଗିଲ୍ଟି—ଅନ୍ୟରୂପ]
ଦେଶଜ - ବି—(ସଂସ୍କୃତ - ରୂପ୍ୟ+ଇଂରାଜୀ - ଗୁଲ୍ଟ୍)
[ସମ୍ପାଦନା]ବୈଜ୍ଞାନିକ ଉପାୟରେ ରୌପ୍ୟ ମିଶ୍ରିତ ଦ୍ରବ୍ୟକୁ ଅନ୍ୟ ପଦାର୍ଥ ଉପରେ ତାଳି ତାକୁ ରଜତବର୍ଣ୍ଣ କରିବା ପ୍ରକ୍ରିୟା —Process of gilding a thing with silver
ବିଶେଷଣ -
[ସମ୍ପାଦନା]ଉପରେ ରୌପ୍ୟ ମିଶ୍ରିତ ଦ୍ରବ ତଳା ଯାଇ ରଜତାର କରା ଯାଇଥିବା (ବସ୍ତୁ) — Silver-gilt (article).