ରୂପା ପାଟିଆ
ଦେଖଣା
ରୂପା ପାଟିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ନଈ ମୁହାଣରେ ଧରାଯିବା ଏକପ୍ରକାର ସାମୁଦ୍ରିକ ମାଛ —A kind of sea fish caught in the mouths of rivers.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରୂପାରେ ନିମତ ପାତଳା ପତ୍ର —୧. Foils of silvers.
- ୨. ଜହ୍ଲାମାଛ (ଦେଖ) - —୨. Jahlā fish (See)