ରୂପା ମକେଇ
ଦେଖଣା
ରୂପା ମକେଇ
ଉଚ୍ଚାରଣ
[ସମ୍ପାଦନା](ରୂପାମାକ୍ଷିକ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ରୂପା ମକେଇ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରୌପ୍ୟ ଓ ମାକ୍ଷିକ)
[ସମ୍ପାଦନା](ବୈଦ୍ୟକ) ରୂପା, ଲୌହ ଓ ଗନ୍ଧକମିଶ୍ରିତ ପଦାର୍ଥବିଶେଷ; ତାର— ମାକ୍ଷିକ ନାମକ ଉପାଧାତୁ ବିଶେଷ — Iron pyrites; Ferri Sulphuretum.