Jump to content

ରୂପିଣୀ

ଉଇକିଅଭିଧାନ‌ରୁ

ରୂପିଣୀ

ଉଚ୍ଚାରଣ

[ସମ୍ପାଦନା]
(ରୂପୀ—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରୂପ+ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ରୂପବିଶିଷ୍ଟା (ସ୍ତ୍ରୀ) —୧. (Female) Having a shape.
୨. ରୂପଧାରିଣୀ —୨. Assuming a shape.
୩. ସୁନ୍ଦରୀ —୩. Graceful; beautiful (female).
୪. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୋଇ ସମାସଯୁକ୍ତ ହେଲେ) ଅନ୍ୟର ରୂପଧାରିଣୀ —୪. Assuming the shape of another.

(ଯଥା—ନରରୁପିଣୀ ରାକ୍ଷାସୀ, ନରରୁପିଣୀ ଦେବତା, କାଳରୂପିଣୀ ଚଣ୍ଡୀ)

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ରୂପଧାରୀ —Assuming some shape or form.

(ଯଥା—କେଶିନୀ ଜହ୍ମୁ ବ୍ରଜନ ରୁପିଣୀ ତିନି ସୂତା କୃଷ୍ଣସିଂହ. ମହାଭାରତ. ଆଦି).