ରୂପିତ
ଦେଖଣା
ରୂପିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୂପ+ଇତ)
[ସମ୍ପାଦନା]- ୧. ରୁପଯୁକ୍ତ —୧. Formed; shaped.
- ୨. ଚିତ୍ରିତ —୨. Painted.
- ୩. ବର୍ଣ୍ଣିତ —୩. Described.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ଉପନ୍ୟାସ, ଯହିଁରେ ଜ୍ଞାନ ବୈରାଗ୍ୟାଦି ପାତ୍ରରୂପେ କଳ୍ପିତ
ହୁଅନ୍ତି (ହିନ୍ଦୀ - ଶ) —A kind of novel in which abstract qualities are personified.