Jump to content

ରୂପିବା

ଉଇକିଅଭିଧାନ‌ରୁ

ରୂପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ରୂପିଆଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପତାଇବା; ଆଗରେ ଦେଖାଇବା — To show; to present.

ଯଥା—ଆପେ ଜିଣେ ଆପେ ହାରେ ରୂପିଆଇ ଛାତି ବ୍ରହ୍ମନିରୂପଣଗୀତା)