ରୂପ୍ୟ
ଦେଖଣା
ରୂପ୍ୟ
ଉଚ୍ଚାରଣ
[ସମ୍ପାଦନା](ରୂପ୍ୟା—ସ୍ତ୍ରୀ)
ସଂସ୍କୃତ - ବିଣପୁଲିଙ୍ଗ - (ରୂପ+ଯ)
[ସମ୍ପାଦନା]- ୧. ରୂପବାନ୍; ସୁନ୍ଦର — ୧. Beautiful of graceful form.
- ୨. ଉପମେୟ (ହିନ୍ଦୀ - ଶ) —୨. Comparable.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସ୍ୱର୍ଣ୍ଣ —୧. Gold.
- ୨. ରୌପ୍ୟ; ରୂପା — ୨. Silver.
(ଯଥା—ବେଗେ ରୂପ୍ୟ ଦେଇ ଜାତରୂପ ନେଇ ଘୋଟୁ ସ୍ୱରୂପ କାମ ଅନ୍ଧାର ଗୋ) ବୈଦେହୀଶ— ବିଳାସ
- ୩. ଅଳଙ୍କାରାଦି ନିର୍ମାଣାର୍ଥ ସଂଗୃହିତ ସ୍ୱର୍ଣ୍ଣ ବା ରୌପ୍ୟ —୩. Gold or silver set apart or collected for being made into ornaments.