ରୂପ୍ (ଧାତୁ)
ଦେଖଣା
ରୂପ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ଗଢିବା; ରୂପ ଯୁକ୍ତ କରିବା —୧. To form to fashion (Apte).
- ୨. ଅଭିନୟ କରିବା — ୨. To represent on the stage; to act; to gesticulata (Apte).
- ୩. ପର୍ଯ୍ୟବେକ୍ଷଣ କରିବା — ୩. To mark; to behold; to observe care; fully (Apte).
- ୪. ଖୋଜିବା —୪. To find out to seek (Apte).
- ୫. ବିଚାର କରିବା; ଚିନ୍ତା କରିବା — ୫. To consider; to ponder over (Apte).
- ୬. ସ୍ଥିର କରିବା —୬. To settle; to fix upon (Apte).
- ୭. ଅନୁସନ୍ଧାନ ବା ପରୀକ୍ଷା କରିବା — ୭. To investigate; to examine (Apte).
- ୮. ନିଯୁକ୍ତ କରିବା —୮. To appoint (Apte).