Jump to content

ରୂପ ଗରିମା

ଉଇକିଅଭିଧାନ‌ରୁ

ରୂପ ଗରିମା

ଉଚ୍ଚାରଣ

[ସମ୍ପାଦନା]

(ରୁପ ଗାରିମା—ଗ୍ରାମ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ରୂପ ଗରିମନ୍)

[ସମ୍ପାଦନା]

ରୂପର ଆଧିକ୍ୟ; ଅତି ସୁନ୍ଦର Very graceful form.

[ଉ—ଉପମା—ସୃଷ୍ଟିକୁ ବୁଡ଼ାଇ ଦେଲା ତା ରୁପଗରିମା ରାଧାନାଥ. ଉଷା]