Jump to content

ରୂପ ଗୋସ୍ୱାମୀ

ଉଇକିଅଭିଧାନ‌ରୁ

ରୂପ ଗୋସ୍ୱାମୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

(ଖ୍ରୀ. ୧୪୮୯: —୧୫୬୩: ) ଶ୍ରୀ ଚୌତନ୍ୟଙ୍କ ସମସାମୟିକ ପ୍ରସିଦ୍ଧ ବିଷ୍ଣୁଭକ୍ତ ସାଧକ —Name of a famous contemporary of Ṡrīch&aline;i̱tanya.

[ଦ୍ରଷ୍ଟବ୍ୟ — ଏହାଙ୍କ ବାଲ୍ୟକାଳର ନାମ ସନ୍ତୋଷ ଓ ଏହାଙ୍କ ଭାଇଙ୍କ ନାମ ସନାତନ ଏ ଦୁଇଭାଇ ପ୍ରଥମେ ବଙ୍ଗଦେଶର ନବାବ୍ ହୁସେନ୍ ଖାଁଙ୍କ ଉଚ୍ଚପଦସ୍ଥ କର୍ମଚାରୀ (ଦବୀରଖାସ୍) ଥାଇ ଅତ୍ୟନ୍ତ ଅତ୍ୟାଚାରୀ ଥିଲେ ଶ୍ରୀ ଚୈତନ୍ୟ— ତାଙ୍କ ଶିଷତ୍ୱ ଗ୍ରହଣ କରି ସଂସାରବିରାଗି ହୋଇ ବୃନ୍ଦାବନରେ ତୀର୍ଥବାସ କଲେ ଏ ସଂସ୍କୃତରେ ମହାପଣ୍ଡିତ ଥିଲେ ଓ ବୃନ୍ଦାବନରେ ବୈଷ୍ଣବଧର୍ମ୍ମ ପ୍ରଚାର ପୂର୍ବକ ଅନେକ ବୈଷ୍ଣବଧର୍ମ ଗ୍ରନ୍ଥ ରଚନା କରିଥିଲେ ଏହାଙ୍କ ଶିଷ୍ୟ ଜୀବ ଗୋସ୍ୱାମୀ ରୂପ ଗୋସ୍ୱାମୀ ମହାପଣ୍ଡିତ ଥିଲେ ସୁଦ୍ଧା ତାଙ୍କଠାରେ ପାଣ୍ଡିତ୍ୟଗର୍ବ ଲେଶମାତ୍ର ନ ଥିଲା ଏକଦା ବୃନ୍ଦାବନଠାରେ ଜଣେ ଦିଗ୍ୱିଜୟୀ ପଣ୍ଡିତ ଆସି ଏହାଙ୍କ ସଙ୍ଗେ ଶାସ୍ତ୍ରବାତାର କରିବାକୁ ପ୍ରସ୍ତାବକଲାରୁ ଏ ସ୍ୱହସ୍ତରେ ଉକ୍ତ ପଣ୍ଡିତଙ୍କୁ ବିନାବିଚାରରେ ଜୟପତ୍ର ଲେଖିଦେଲେ ପରେ ଉକ୍ତ ପଣ୍ଡିତଙ୍କୁ ରୂପଙ୍କ ଶିଷ୍ୟ ଜୀବଗୋସ୍ୱାମୀ ବିଚାରରେ ପରାସ୍ତ କଲେ]