Jump to content

ରୂପ ତୃଷ୍ଣା

ଉଇକିଅଭିଧାନ‌ରୁ

ରୂପ ତୃଷ୍ଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ ଲୋଭ — ୧. Aesthetic faculty; disire to to enjoy the pleasure of looking at beautiful things.
୨. ସୁନ୍ଦର ବସ୍ତୁକୁ ଭୋଗ କରିବାର ଇଚ୍ଛା —୨. A desire to enjoy beauti ful things.