Jump to content

ରୂପ ବିଶିଷ୍ଟ

ଉଇକିଅଭିଧାନ‌ରୁ

ରୂପ ବିଶିଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ରୂପବିଶିଷ୍ଟ—ସ୍ତ୍ରୀ) 

(ରୂପବିଶିଷ୍ଟତା—ବି)

ସଂସ୍କୃତ - ବିଶେଷଣ - (ରୂପ+ବିଶିଷ୍ଟ=ଯୁକ୍ତ, ୩ୟା ତତ୍)

[ସମ୍ପାଦନା]
୧. ଆକାରବିଶିଷ୍ଟ; ଯାହାର ଆକାର ଥାଏ — ୧. Having a concrete form.
୨. ସୌନ୍ଦର୍ଯ୍ୟବିଶିଷ୍ଟ —୨. Beautiful; graceful; elegant.