ରୂପ ମାଧୁର୍ଯ୍ୟ
(ରୂପମଧୂରତା—ଅନ୍ୟରୂପ)
ଆକାରର ବା ସୌନ୍ଦର୍ଯ୍ୟର ମଧୂରତା —Sweetness or charm of beauty or shape.