Jump to content

ରୂପ ରାଶି

ଉଇକିଅଭିଧାନ‌ରୁ

ରୂପ ରାଶି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଏକତ୍ର ଅବସ୍ଥିତ ରୂପସମୂହ — ୧. A collection of graces.
୨. ରୂପର ଆଧିକ୍ୟ —୨. Excess of beauty; a mass of various items of beauty.
୩. (ଗଣିତ) ଯେଉଁ ରାଶିର ମୂଳ ପୂର୍ଣ୍ଣସଂଖ୍ୟାରେବାହାର କରାଯାଇ ପାରେ —୩. (Methematic) A number whose exact root can be calculated in integer.