ରୂପ ରେଖା
ରୂପର ଅସ୍ତିତ୍ୱ —Existence of shape
ହସ୍ତ ବା ପଦର ଥିବା ଜ୍ୟୋତିଷୋକ୍ତ ଚିହ୍ନବିଶେଷ —A sign in the palm or feet.
(ଉ—ରୂପରେଖା ଉର୍ଦ୍ଧ୍ୱ ରେଖା କମ୍ୱୁ ଜମ୍ୱୁ ଫଳ, ସ୍ୱସ୍ତିକ ରଥାଙ୍ଗବଜ୍ର ମୋହ ପଦତଳ—ପ୍ରାଚୀ. ରସବାରିଧି)