Jump to content

ରୂଷିତ

ଉଇକିଅଭିଧାନ‌ରୁ

ରୂଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ରୂଷ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଅଳଙ୍କୃତ; ଭୂଷିତ — ୧. Adorned.
୨. ଚୂର୍ଣ୍ଣିତ —୨. Powdered; educed to dust.
୩. ମ୍ରକ୍ଷିତ —୩. Painted; smeared.
୪. ଲେପିତ —୪. Anointed.
୫. ଖଣ୍ଡିତ; ଭଗ୍ନ (ହିନ୍ଦୀ - ଶ) —୫. Broken.