ରେଓଚିନି
ଦେଖଣା
ରେଓଚିନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ରେଭନ୍ଦ୍)
[ସମ୍ପାଦନା](ବୈଦ୍ୟକ) ଦୁଷ୍ଟ ବ୍ରଣ ଆଦି ପାଇଁ ଔଷଧରେ ବ୍ୟବହୃତ ଏକ ପ୍ରକାର ବୃକ୍ଷର ମୂଳ —A sort of medicinal root; Indian Rhubarb; Rheum Emodi.
[ଦ୍ରଷ୍ଟବ୍ୟ —ଏହି ବୃକ୍ଷ ହିମାଳୟ ପ୍ରଦେଶରେ ଜାତ ହୁଏ; ଏଥିର ମୂଳ ବଳକାରକ ଓ ମୃଦୁବିରେଚକ; ଏବଂ ଅଜୀର୍ଣ୍ଣ, ଅତିସାର, ଅଗ୍ନିମାନ୍ଦ୍ୟ, ଅରୁଚି, ମଳବଦ୍ଧତା ଓ ଶୀତପିତ୍ତ ରୋଗରେ ଉପକାରୀ ଏହାର ଚୂର୍ଣ୍ଣ ଦୁଷ୍ଟ କ୍ଷତ ଉପରେ ପକାଇଲେ ଉପକାର ହୁଏ—ଦ୍ରବ୍ୟଗୁଣ ]