Jump to content

ରେକ

ଉଇକିଅଭିଧାନ‌ରୁ

ରେକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରେକ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ସଂଶୟ; ସନ୍ଦେହ — ୧. Doubt; suspicion.
୨. (+କର୍ତ୍ତୃ. ଅ)ଭେକ; ବେଙ୍ଗ —୨. Frog.
୩. ନୀଚତା —୩. Meanness.
୪. (ରିଚ୍ ଧାତୁ=ନିଃସରଣକରିବା+ଭାବ. ଅ)— ବିରେଚନ; ପତଳା ଝାଡ଼ା —୪. Looseness of bowels, passing liquid stools.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ରେଖା)—ବେକ୍ରନିର୍ମିତ ପରିମାଣପାତ୍ର ବିଶେଷ (ଏହା କଟକୀ ଏକ ସେର ସଙ୍ଗେ ସମାନ) — A measuring pot made of cane (of a eapacity of ୧ ୧/୪ standard seer).
୨. (ସଂ ରେଖା)—ରେକା; ବୁଢା ଆଙ୍ଗୁଠି ଓ ମଝି ଆଙ୍ଗୁଠିର ପରିଧିଦ୍ୱାରା ବେଷ୍ଟିତ ବିଡ଼ା ବା ଗୁଚ୍ଛ — A sheaf or bunch of things which can be held by encircling it with the thumb and the middle finger.