Jump to content

ରେକଟିବା

ଉଇକିଅଭିଧାନ‌ରୁ

ରେକଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ହାଡ଼ରେ ଲାଗିଥିବା ମାଂସର ଅଂଶକୁ ପୃଥକ୍ କରିବା ପାଇଁ ଉକ୍ତ ହାଡ଼କୁ ଦାନ୍ତଦ୍ୱାରା ପୁନଃ ପୁନଃ ଚର୍ବଣ କରିବା —To nibble at a thing with the teeth to separate the softer parts adhering to it (such as a piece of bone).

[ଦ୍ରଷ୍ଟବ୍ୟ —ଟିକି ଟିକି କରିଣ କଳରେ ରେକିଟି, ଗିଳି ପାଣ ପିଇଲେ ଆଁଉସି ପେଟୁଟି—କୃଷ୍ଣସିଂହ ମହାଭାରତ. ସଭା ]