ରେକଡ଼
ଦେଖଣା
ରେକଡ଼
ଉଚ୍ଚାରଣ
[ସମ୍ପାଦନା](ରିକାର୍ଡ[ଗଞ୍ଜାମ ଉଚ୍ଚାରଣ]—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (କଚିରିଆ) (ଇଂରାଜୀ - ରେକର୍ଡ)
[ସମ୍ପାଦନା]- ୧. ମକଦ୍ଦମା ଆଦିର ନଥି; ମକଦ୍ଦମାସଂକ୍ରାନ୍ତ କାଗଜର ବିଡ଼ା — ୧. Record of a case.
- ୨. ଗ୍ରାମୋଫୋନ୍ ବାଜାରେ ଖଞ୍ଜାଯିବା ଗୋଲ ଚକି ପଟା, ଯହିଁରେ ଗୀତମାନଙ୍କର ଦାଗ ଅଙ୍କିତ ଥାଏ ଓ ଗ୍ରାମୋଫୋନ୍ର ଛୁଞ୍ଚି ଘଷି ହେଲାରୁ ଗୀତର ସ୍ୱର ବାହାରେ —୨. Gramophone record.