Jump to content

ରେକା

ଉଇକିଅଭିଧାନ‌ରୁ

ରେକା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ରେଖା)

[ସମ୍ପାଦନା]

ରେକ ୨ (ଦେଖ) - Reka ୨ (See)

ପ୍ରାଦେଶିକ - (ମାନ୍ଦ୍ରାଜ) ବିଶେଷ୍ୟ -

[ସମ୍ପାଦନା]

ତାଳ ବାହୁଙ୍ଗାର ତନ୍ତୁରେ ନିର୍ମିତ ଦଉଡ଼ି —A kind of rope made of the fibres of the braches of palm.

[ଉ—ମାନ୍ଦ୍ରାଜ ଅଞ୍ଚଳରେ ତାଳବାହୁଙ୍ଗାକୁ ଏପରି ବକ୍ର ଆକାରରେ ମୋଡି ବଳାଯାଏ ଯେ, ତହିଁରେ କୂଅରୁ ସୁବିଧାରେ ପାଣି କାଢି ହୁଏ ଏହି ବକ୍ରାକୃତି ତାଳବାହୁଙ୍ଗାକୁ "ରେକା" କହନ୍ତି ଏହାର ଦାମ ଏକ ପଇସା ମାତ୍ର ରାଧାଚରଣ ପଣ୍ଡା ଉତ୍କଳ କୁଟୀର ଶିଳ୍ପ ]