Jump to content

ରେକାର୍ଡ଼

ଉଇକିଅଭିଧାନ‌ରୁ

ରେକାର୍ଡ଼

ଉଚ୍ଚାରଣ

[ସମ୍ପାଦନା]

(ରିକାର୍ଡ[ଗଞ୍ଜାମ ଉଚ୍ଚାରଣ]—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଇଂରାଜୀ - ରେକର୍ଡ)

[ସମ୍ପାଦନା]
୧. ମକଦ୍ଦମା ଆଦିର ନଥି; ମକଦ୍ଦମାସଂକ୍ରାନ୍ତ କାଗଜର ବିଡ଼ା — ୧. Record of a case.
୨. ଗ୍ରାମୋଫୋନ୍ ବାଜାରେ ଖଞାଯିବା ଗୋଲ ଚକି ପଟା, ଯହିଁରେ ଗୀତମାନଙ୍କର ଦାଗ ଅଙ୍କିତ ଥାଏ ଓ ଗ୍ରାମୋଫୋନ୍ର ଛୁଞ୍ଚି ଘଷି ହେଲାରୁ ଗୀତର ସ୍ୱର ବାହାରେ —୨. Gramophone record.