ରେକ କଟି
ରେକ ପରିମିତ କଟି; କ୍ଷୀଣ କଟି — A thin waist.
କୃଶ କଟି; ଯେଉଁ ସ୍ତ୍ରୀର ଅଣ୍ଟା ଖୁବ୍ ସରୁଆ —(a female) Having a thin waist.
[ଉ—ରେକକଟି କଷ୍ଟୀ ହେବା ଦେଖି ଫାଟି ଯାଉଛି ଚିନ୍ତାରେ ମୋ ଛାତି—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି]