Jump to content

ରେଖ

ଉଇକିଅଭିଧାନ‌ରୁ

ରେଖ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରେଖା)

[ସମ୍ପାଦନା]
୧. ରେଖା —୧. A line.

[ଉ—ଅଳକତଳ ଅଖଣ୍ଡିତ ରୋଚନା ରେଖ କବିସୂର୍ଯ୍ୟ. କିଶୋରୀଚମ୍ପୂ ଉ ଗୀତ ]

୨. ଚିହ୍ନ — ୨. Mark; sign.
୩. ଦେହରେ ସିନ୍ଦୂର, କଜ୍ଜଳ, ଚନ୍ଦନରେ ଅଙ୍କିତ ସରଳରେଖା କଲା —୩. A perpendicular line drawn on the body (o. e. brow) with red or black dye.
୪. ଚର୍ମରରେଖା —୪. Wrinkle.

[ଉ— ଚୁମ୍ୱିଅଛି ଭାଲପଟ ରେଖ, ଚୂର୍ଣ୍ଣ କେଶ କି ସୁନ୍ଦର ଦେଖ କବିସୂର୍ଯ୍ୟ. ରତ୍ନାକର ଚମ୍ପୂ ଚ ଗୀତ ]


ଅନୁବାଦ

[ସମ୍ପାଦନା]
୫. କପାଳ ଉପରର କେଶକୁ ଦୁଇ ପାଖକୁ କୁଣ୍ଡାଇବାଦ୍ୱାରା ରଚିତ ଲମ୍ୱରେଖା; ଫିରେଇ; ଟେରି —୫. A line seen on the head from which the hairs are parted towards both the sides of it.

[ଦ୍ରଷ୍ଟବ୍ୟ —ବଙ୍କା ରେଖାକୁ ଟେରି ବା ତେଡି ବା ଫିରେଇ କହନ୍ତି]