Jump to content

ରେଖାଇବା

ଉଇକିଅଭିଧାନ‌ରୁ

ରେଖାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ରେଖିବାର ଣିଜନ୍ତ ରୂପ — ୧. The causative from of 'Rekhibā'.

[ଉ—ତ୍ୱଦଧର ଚୁମ୍ୱନେ ଲମ୍ୱିତ ଭାବ ବହି, ଉଜ୍ଜଳ କର ନୟନେ ସୁରେଖ ରେଖାଇ ପ୍ରାଚୀ. ରସବାରିଧି]

୨. ରେଖା କାଟିବା — ୨. Rekhā kāṭibā.
୩. ଅଙ୍କିତ କରିବା — ୩. To draw.
୪. ଚିହ୍ନ ଦେବା —୪. To mark.