Jump to content

ରେଖାନ୍ତର

ଉଇକିଅଭିଧାନ‌ରୁ

ରେଖାନ୍ତର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭୂମଣ୍ଡଳରେ କୌଣସି ସ୍ଥାନର ଅବସ୍ଥିତି ନିର୍ଣ୍ଣୟାର୍ଥ ଅକ୍ଷାଂଶ ଓ ଦ୍ରାଘିମାକ୍ରମେ ଦୂରତ୍ୱ — The distance of a place by latitude and longitude.

[ଦ୍ରଷ୍ଟବ୍ୟ —ହିନ୍ଦୁ ଜ୍ୟୋତିଷ ଗଣନାରେ ମେରୁଠାରୁ ଲଙ୍କା ବାଟ ଦେଇ ଯାଇଥିବା ରେଖା ୧ମ ଦ୍ରାଘିମା ଓ ୟୁରୋପୀୟ ଗଣନାରେ ମେରୁଠାରୁ ଗ୍ରୀନ୍ୱିଚ୍ୱାଟେ ଯାଇଥିବା ରେଖା ପ୍ରଥମ ଦ୍ରାଘିମା ଅଟେ ]