Jump to content

ରେଖା ପଞ୍ଚମୀ

ଉଇକିଅଭିଧାନ‌ରୁ

ରେଖା ପଞ୍ଚମୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସଂସ୍କୃତ - (ରକ୍ଷା ପଞ୍ଚମୀ)

[ସମ୍ପାଦନା]

ରକ୍ଷା ପଞ୍ଚମୀ; ଭାଦ୍ରବ କୃଷ୍ଣପଞ୍ଚମୀ —The ୫th day of the dark fortnight of Bhād month

[ଦ୍ରଷ୍ଟବ୍ୟ —ଏ ଦିନ ଜଗନ୍ନାଥଙ୍କର ଖାଆଲାଗି ହୁଏ, ଓ ଗୃହମାନଙ୍କ କବାଟରେ ମହାଦେବ ଗଣେଶ ଓ ଭୈରବଙ୍କ ଚିତ୍ର ଲେଖା ହୋଇ. ସେହି ଦେବତାମାନଙ୍କୁ ପ୍ରତିଦ୍ୱାରରେ ପିଠା ପୂଜା ହୁଏ ଏବଂ ଦାଣ୍ଡ ଓ ବାଡ଼ି ଦ୍ୱାରର ଚାଳରେ ଭାତପୁଡ଼ା (ଜୁଣ ଘାସର ପୁଡ଼ା) ଲଟକା ହୁଏ]