Jump to content

ରେଖା ଭୂମି

ଉଇକିଅଭିଧାନ‌ରୁ

ରେଖା ଭୂମି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀନ ଜ୍ୟୋତିଷିଗଣ ଅକ୍ଷାଂଶ ସ୍ଥିର କରିବା ପାଇଁ ସୁମେରୁ ଓ ଲଙ୍କାର ମଧ୍ୟରେ ଯେଉଁ ରେଖା କଲିତ କରୁଥିଲେ ସେ ରେଖାରେ ପଡ଼ିବା ଦେଶମାନ — Countries lying on the longitudinal line imagined by the ancient astronomers running through the north pole & Lanka.