ରେଖା ମାଳି
ଦେଖଣା
ରେଖା ମାଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରେଖା ମାଳି
|
(ରେଖାଜପ—ସଂ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ହାତର ଆଙ୍ଗୁଠିରେ ଥିବା ରେଖାଦ୍ୱାରା ଜପ; କରଜପ —୧. Telling beads with the lines appearing in the finger.
(ଉ—ମାତା ଗର୍ଭେ ରେଖା ମାଳି ଜପ କରେ ତହିଁ ପ୍ରାଚୀ ଶ୍ରୀଗୁରୁଭକ୍ତି ଗୀତା )