ରେଖିବା
ଦେଖଣା
ରେଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ରେଖନ; ଲେଖନ)
[ସମ୍ପାଦନା]- ୧. ରେଖା କାଟିବା — ୧. To draw lines.
- ୨. କୌଣସି ଚିତ୍ର ଆଙ୍କିବା ପୂର୍ବରୁ ପ୍ରଥମେ ତହିଁର ରେଖାମାନ ଲେଖିବା — ୨. To draw the outlines or skeleton of a drawing before it is permanently done.
- ୩. କୌଣସି ପଦାର୍ଥ (ଯଥା—ଅଳକା ବା ଚୂର୍ଣ୍ଣ କୁନ୍ତଳାକୁ ରେଖାକୃତି କରିବା —୩. To reduce a thing into the shape of a line.
[ଉ— ଅଳକା ରେଖୁଥିଲା ବସି, ଝଲକାନନୀ ଯେ କର୍ତ୍ତରୀ ଘେନି ଭଋ. ଲାବଣ୍ୟବତୀ ]
- ୪. ଅଙ୍କିତ କରିବା —୪. To draw.
- ୫. ରେଖାଦ୍ୱାରା ଚିହ୍ନିତ କରିବା —୫. To mark with a line or lines.