ରେଗଡ଼ା ଘାସ
ଦେଖଣା
ରେଗଡ଼ା ଘାସ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଲିରେ ଉଠିବା ଏକପ୍ରକାର ଘାସ — A kind of grass growing on sand (with succulent long roots).
[ଦ୍ରଷ୍ଟବ୍ୟ —ଏହାର ପତ୍ରମାନ ସରୁ; କିନ୍ତୁ ବାଲି ମଧ୍ୟରେ ଥିବା ଏହାର ଚେରମାନ ଲମ୍ୱା, ସ୍ଥୂଳ ଓ ଶୁକ୍ଳବର୍ଣ୍ଣ ଏହି ଚେର ଭାରି ରସୁଆଳ ଥିବାରୁ ଏଗୁଡିକୁ ଖୋଳି ଗୋରୁଙ୍କୁ ଖାଇବାକୁ ଦିଆଯାଏ ]