Jump to content

ରେଗୁଲେଶନ୍

ଉଇକିଅଭିଧାନ‌ରୁ

ରେଗୁଲେଶନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଗୁଲେସନ)

[ସମ୍ପାଦନା]
୧. ବିଶିଷ୍ଟ ବିଧି — ୧. Special rule.
୨. କାନୁନ୍; ସ୍ଥାନୀୟ ବା ଭାରତୀୟ ଗଭର୍ଣ୍ଣମେଣ୍ଟଭଙ୍କ ପ୍ରବର୍ତ୍ତିତ ବିଶିଷ୍ଟ ବିଧି ବା ପଦ୍ଧତି ସମ୍ୱଳିତ ଆଇନ୍ —୨. Regulation promulgated by any local of the India Government.