ରେଗୁଲେଶନ୍ ଲାଠି
ଦେଖଣା
ରେଗୁଲେଶନ୍ ଲାଠି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରେଗୁଲେଶନ୍ ଲାଠି
|
ଦେଶଜ - ବିଶେଷ୍ୟ - (ଇ. ରେଗୁଲେଶନ୍+ସଂସ୍କୃତ - ଯଷ୍ଟି)
[ସମ୍ପାଦନା]ପୋଲିସ୍ କନଷ୍ଟବଲ୍ ମାନଙ୍କ ବ୍ୟବହୃତ ଲମ୍ୱ ଯଷ୍ଟି —Regulation lathis used by constables of Indian Police.
[ଦ୍ରଷ୍ଟବ୍ୟ —ବନ୍ଧୁକର ବିନା ସାହାଯ୍ୟରେ ଅବୈଧ ଜନତାକୁ ଓ ମେଳିକୁ ଭାଙ୍ଗି ଲୋକଙ୍କୁ ଘଉଡ଼ାଇ ଦୋବା ଓ ଶାନ୍ତି ରକ୍ଷା କରିବା ପାଇଁ କନିଷ୍ଟବଲ୍ ମାନେ ଏପରି ଲାଠି ବ୍ୟବହାର କରିବା ପାଇଁ ବଡ଼ଲାଟ ସାହେବ ତାଙ୍କ କାନୁନ୍ (ରେଗୁଲେସନ)ଦ୍ୱାରା ନିୟମ ଜାରି କରି ଅଛନ୍ତି; ଏ ଯଷ୍ଟି ଉଚ୍ଚତା ୫ ଫୁଟ୍ ଓ ବ୍ୟାସ ୧୪: ଇଞ୍ଚ]