Jump to content

ରେଙ୍ଗାମ ଧାନ

ଉଇକିଅଭିଧାନ‌ରୁ

ରେଙ୍ଗାମ ଧାନ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ବ୍ରହ୍ମଦେଶରୁ ଅଣାଯାଇ ଏଦେଶରେ କୃଷି ହେଉଥିବା ଧାନ — The paddy grown in this country out of the seeds brought from Burma.

[ଦ୍ରଷ୍ଟବ୍ୟ —ଏହି ଧାନ ମୋଟା ଓ କଳା ଏହାର ପତ୍ର ବର୍ଣ୍ଣ ନାଲିଆ ଏହା ବେଶି ପାଣି ଥିବା ଯାଗାରେ ହୁଏ]