ରେଙ୍ଗୁଣି ଖୁଦ
ରେଙ୍ଗୁନୁର ଚାଳନ ହୋଇ ଆସୁଥିବା ଖୁଦ —Broken rice imported fron Rangoon.
[ଦ୍ରଷ୍ଟବ୍ୟ —ଅନ୍ନାଭାବ ସମୟରେ ଓଡ଼ିଶାକୁ ରେଙ୍ଗୁଣି ଖୁଦରେ ବହୁତ ଆମଦାନି ହୋଇଥାଏ]