Jump to content

ରେଚନ

ଉଇକିଅଭିଧାନ‌ରୁ

ରେଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ରିଚ୍ ଧାତୁ ଣିଚ୍ ବା ରେଚି ଧାତୁ=ନିଃସାରଣ କରାଇବା+ଭାବ. ଅନ)

[ସମ୍ପାଦନା]
୧. ଭେଦ; ପତଳା ଝାଡ଼ା ୧. Passing loose stools; a purging.
୨. (+ କର୍ତ୍ତୃ. ଅନ)—ରେଚକ ଔଷଧ; ଜୁଲାବ — ୨. Purgative.
୩. (ରିଚ୍ ଧାତୁ ଣିଜନ୍ତ ରେଚି ଧାତୁ+ଭାବ. ଅନ)—ଝାଡ଼ା କରାଇବା —୩. Purging.