Jump to content

ରେଚିତ

ଉଇକିଅଭିଧାନ‌ରୁ

ରେଚିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ରେଚି ଧାତୁ+କର୍ମ. ତ)

[ସମ୍ପାଦନା]
୧. ତ୍ୟକ୍ତ ଅପସାରିତ — ୧. Abandoned; driven out.
୨. ନିଃସାରିତ —୨. Descharged.
୩. ଝାଡ଼ାଦ୍ୱାରା ବାହାର କରାଯିବା —୩. Purged off.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଘୋଡ଼ାଙ୍କାର ଏକ ପ୍ରକାର ଚାଲି (ହିନ୍ଦୀ - ଶବ୍ଦସାଗର) — ୧. A kind of movement of the horse.
୨. ନୃତ୍ୟରେ ହାତ ହଲାଇବାର ଏକ ରୀତି (ହିନ୍ଦୀ - ଶ) — ୨. A kind of movement of the hands in dancing.