ରେଜଷ୍ଟାରୀ
ଦେଖଣା
ରେଜଷ୍ଟାରୀ
ଉଚ୍ଚାରଣ
[ସମ୍ପାଦନା][ରେଜି, (ଜି, ଜେ) ଷ୍ଟ୍ରୀ(ସ୍ତ୍ରୀ)—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଜିଷ୍ଟାର, ରେଜିଷ୍ଟ୍ରୀ)
[ସମ୍ପାଦନା]- ୧. ନିର୍ଦ୍ଧାରିତ ନିୟମ ଅନୁସାରେ ନିର୍ଦ୍ଧାରିତ ସମ୍ୱାଦ ଲିପିବଦ୍ଧ ହେବା ନିମନ୍ତେ ବ୍ୟବହୃତ ବହି —୧. Register.
- ୨. (ଇଂରାଜୀ - ରେଜିଷ୍ଟ୍ରୀ, ରେଜିଷ୍ଟ୍ରେସନ୍) ନିର୍ଦ୍ଧାରିତ ନିୟାମାନୁସାରେ ନିର୍ଦ୍ଧାରିତ ବିଷୟ ମାନ ଲିପିବଦ୍ଧ କରିବା କାର୍ଯ୍ୟ — ୨. Registration.
- ୩. ନିର୍ଦ୍ଧାରିତ ନିୟମାନୁସାରେ ପକ୍ଷମାନଙ୍କ ସ୍ୱାକ୍ଷରିତ ବା ସମ୍ପାଦିତ ଦଲିଲମାନଙ୍କୁ ଚିହ୍ନିତ କରିବା ପ୍ରକ୍ରିୟା —୩. Registration of private documents.