Jump to content

ରେଜା

ଉଇକିଅଭିଧାନ‌ରୁ

ରେଜା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ରେଜା)

[ସମ୍ପାଦନା]
୧. ଖୁଚୁରା; ଅଳ୍ପ ମୂଲ୍ୟର (ମୁଦ୍ରା) — ୧. Small (coins)
୨. ବ୍ୟବହାରରୁ ବଳିପଡ଼ିଥିବା କ୍ଷୁଦ୍ର କ୍ଷୁଦ୍ର (ଖଣ୍ଡ) —୨. Small redundant (bits).

(ଯଥା—ରେଜୋ ସୁନା, ରେଜା ରୂପା, ରେଜା ମାହାଲ, ରେଜା ଲୁହଗା)

୩. ବାଜେ — ୩. Miscellaneous.

ବିଶେଷ୍ୟ -

[ସମ୍ପାଦନା]
୧. ଖୁଚୁରା ମୁଦ୍ରା — ୧. Small coins.
୨. କ୍ଷୁଦ୍ର କ୍ଷୁଦ୍ର ଅନାବଶ୍ୟକ ଖଣ୍ଡମାନ —୨. Small redudant bits.
୩. ରଦି ଜିନିଷ; ବାଜେ ବସ୍ତୁ —୩. Miscellaneous articles; lumber.
୪. ରାଜମିସ୍ତ୍ରୀଙ୍କୁ ଇଟା ଚୂନ ଆଦି ଯୋଗାଇବା ଟୋକା —୪. A boy who helps a mason by brining to him brick. mortar etc.
୫. ଗଳିତ ସୁନାକୁ ଓ ରୂପାକୁ ଢ଼ାଳି କାଠି କରାଯିବା ପାଇଁ ବଣିଆଙ୍କ ବ୍ୟବହୃତ ଛାଞ୍ଚ — ୫. Goldsmith's mould for moulding molten silver and gold into bars.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଟୋକୀ ମୂଲିଆଣୀ —Young girls employed as day-labourers.

[ଦ୍ରଷ୍ଟବ୍ୟ — ସମ୍ୱଲପୁର ଅଞ୍ଚଳରେ ବଡ଼ ମୂଲିଆଣୀଙ୍କୁ 'କୁଲି' ବୋଲାଯାଏ; ତୁଳନାରେ ହିନ୍ଦିରେ ପ୍ରଚଳିତ ରେତ ଶବ୍ଦରେ ୪ର୍ଥ ଅର୍ଥ]