Jump to content

ରେଜିଆ

ଉଇକିଅଭିଧାନ‌ରୁ

ରେଜିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ) (ଫାରାସୀ - ରେଜିୟା)

[ସମ୍ପାଦନା]

ଭାରତରେ ଖ୍ରୀ ୧୩ଶ ଶତାଦ୍ଦୀର ୧ମ ଭାଗରେ ରାଜତ୍ୱ କରୁଥିବା ଦାସ— ବଂଶୀୟ ମୁସଲମାନ୍ ରାଜବଂଶ ଜଣେ ରାଣୀ Rezia, a queen of India of the Slave Line (Mahomedan) of the ୧୩th century.

[ଦ୍ରଷ୍ଟବ୍ୟ —ଏହାଙ୍କ ରାଜଧାନୀ ଦିଲ୍ଲୀରେ ଥିଲା ଏ ପୁରୁଷଙ୍କ ପରି ପୁଂଲିଙ୍ଗବାଚକ 'ସୁଲତାନ୍' ଉପାଧି ଗ୍ରହଣ କରିଥିଲେ ରେଜିଆ ଅତ୍ୟନ୍ତ ଦୟାବତୀ ଓ ନ୍ୟାୟପରାୟଣା ଥିଲେ; ଏହାଙ୍କୁ ରାଜସଭାରେ ସାମନ୍ତମାନେ ହତ୍ୟା କରିଥିଲେ]