Jump to content

ରେଜିକି

ଉଇକିଅଭିଧାନ‌ରୁ

ରେଜିକି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରେଜଗୀ)

[ସମ୍ପାଦନା]

ଟଙ୍କା ଅପେକ୍ଷା କ୍ଷୁଦ୍ର ରୌପ୍ୟମୁଦ୍ରାଗଣ —Smaller coins on silver (smaller than a rupee)

[ଦ୍ରଷ୍ଟବ୍ୟ —ଅଧୁଲି, ସୁଉକି, ଦୋଅଣି, ଅଣି ପ୍ରଭୃତିକୁ ରେଜ୍ୱି କୁହାଯାଏ)

ବିଶେଷଣ -

[ସମ୍ପାଦନା]
୧. ଖୁଚୁରା; ଅଳ୍ପ ମୂଲ୍ୟରେ (ମୁଦ୍ରା) —୧. Small (coins).
୨. କଳକା; ଯାହା ବଳି ପଡ଼ିଥାଏ —୨. Redundant.