Jump to content

ରେଜିଷ୍ଟର୍

ଉଇକିଅଭିଧାନ‌ରୁ

ରେଜିଷ୍ଟର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଜିଷ୍ଟ୍ରାର)

[ସମ୍ପାଦନା]
୧. ଦଲିଲ ଆଦିକୁ ଚିହ୍ନିତ କରିବା ପାଇଁ ନିଯୁକ୍ତ ରାଜକର୍ମଚାରୀ — ୧. An officer for registration of deeds.
୨. ହାଇକୋଟର ପ୍ରଧାନ ଅଧସ୍ତନ କର୍ମଚାରୀ — ୨. Registrar of a High Court.
୩. ବିଶ୍ୱବିଦ୍ୟାଳୟର ପ୍ରଧାନ ଅଧସ୍ତନ କର୍ମଚାରୀ — ୩. Registrar of a university.



ରେଜିଷ୍ଟର୍

ଉଚ୍ଚାରଣ

[ସମ୍ପାଦନା]

[ରେଜି, (ଜି, ଜେ) ଷ୍ଟ୍ରୀ(ସ୍ତ୍ରୀ)—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଜିଷ୍ଟାର, ରେଜିଷ୍ଟ୍ରୀ)

[ସମ୍ପାଦନା]
୧. ନିର୍ଦ୍ଧାରିତ ନିୟମ ଅନୁସାରେ ନିର୍ଦ୍ଧାରିତ ସମ୍ୱାଦ ଲିପିବଦ୍ଧ ହେବା ନିମନ୍ତେ ବ୍ୟବହୃତ ବହି —୧. Register.
୨. (ଇଂରାଜୀ - ରେଜିଷ୍ଟ୍ରୀ, ରେଜିଷ୍ଟ୍ରେସନ୍) ନିର୍ଦ୍ଧାରିତ ନିୟାମାନୁସାରେ ନିର୍ଦ୍ଧାରିତ ବିଷୟ ମାନ ଲିପିବଦ୍ଧ କରିବା କାର୍ଯ୍ୟ — ୨. Registration.
୩. ନିର୍ଦ୍ଧାରିତ ନିୟମାନୁସାରେ ପକ୍ଷମାନଙ୍କ ସ୍ୱାକ୍ଷରିତ ବା ସମ୍ପାଦିତ ଦଲିଲମାନଙ୍କୁ ଚିହ୍ନିତ କରିବା ପ୍ରକ୍ରିୟା —୩. Registration of private documents.