Jump to content

ରେଡ଼ିଅମ୍

ଉଇକିଅଭିଧାନ‌ରୁ

ରେଡ଼ିଅମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରାଡ଼ିଅମ୍)

[ସମ୍ପାଦନା]

ଖ୍ରୀ: ୧୮୯୮:ରେ ଆବିଷ୍କୃତ ଅଭୁତ ଶକ୍ତି ବିଶିଷ୍ଟ ମୌଳିକ ଧାତୁ— ବିଶେଷ —Radium.

[ଦ୍ରଷ୍ଟବ୍ୟ —ଏ ଧାତୁ ଅସାଧାରଣ ଅଟେ ଏହାକୁ ଶକ୍ତିର ସଞ୍ଚିତରୂପ ବୋଲ ବିବେଚନା କରାଯାଏ ଏହା ଉଜ୍ଜ୍ୱଳ ଏ ଧାତୁର ଆବିଷ୍କାରଦ୍ୱାରା ପରମାଣୁ ସମ୍ୱନ୍ଧୀୟ ବୈଜ୍ଞାନିକ ସିଦ୍ଧାନ୍ତରେ ବହୁତ ପରିବର୍ତ୍ତନ ଘଟିଅଛି]